பொருள் : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
எடுத்துக்காட்டு :
ଶ୍ୟାମ ମୋ କକା ପୁଅ ଭାଇ
ஒத்த சொற்கள் : ଭାଇ, ଭ୍ରାତ, ସହୋଦର
பிற மொழிகளில் மொழிபெயர்ப்பு :
A male with the same parents as someone else.
My brother still lives with our parents.பொருள் : ଗୋଟିଏ ପିତାମାତାଙ୍କ ପାଖରୁ ଜାତ ପୁରୁଷ
எடுத்துக்காட்டு :
ଶ୍ୟାମ ମୋର ନିଜ ଭାଇ
ஒத்த சொற்கள் : ଜନ୍ମିତ ଭାଇ, ନିଜ ଭାଇ, ଭାଇ, ସହୋଦର, ସୋଦର
பிற மொழிகளில் மொழிபெயர்ப்பு :
A male with the same parents as someone else.
My brother still lives with our parents.