பொருள் : ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣି
எடுத்துக்காட்டு :
ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି
பிற மொழிகளில் மொழிபெயர்ப்பு :
ऐसी चीज़ जो बिलकुल रद्दी मान ली गई हो।
वह आज अपने कमरे से कूड़ा करकट हटाने में व्यस्त है।Any materials unused and rejected as worthless or unwanted.
They collect the waste once a week.பொருள் : ଜମି ଉପରେ ପଡ଼ିଥିବା ଧୂଳି ଏବଂ ଭଙ୍ଗାରୁଜା ଜିନିଷକୁ ଝାଡ଼ୁଆଦିରେ ସଫାକରି ବାହାର କରାଯାଏ
எடுத்துக்காட்டு :
ଆବର୍ଜନା ବସ୍ତୁକୁ ଡଷ୍ଟବିନ୍ରେ ହିଁ ପକାଇବା ଉଚିତ
ஒத்த சொற்கள் : ଆବର୍ଜନା ବସ୍ତୁ
பிற மொழிகளில் மொழிபெயர்ப்பு :
ज़मीन पर पड़ी हुई धूल और टूटी-फूटी चीज़ें जो झाड़ू आदि से साफ़ करने पर निकलते हैं।
कूड़े को कूड़ेदान में ही डालना चहिए।பொருள் : ଶରୀରରୁ ନିର୍ଗତ ହେଉଥିବା ମଇଳା
எடுத்துக்காட்டு :
ମନୁସ୍ମୃତି ଅନୁସାରେ ଶରୀରରେ ବାର ପ୍ରକାରର ମଳ ଥାଏ ଯେପରି ବସା, ଶୁକ୍ର, ରକ୍ତ, ମଜ୍ଜା, ମୂତ୍ର, ବିଷ୍ଠା, କାନର ମଇଳା, ନଖ, କଫ, ଅଶ୍ରୁ, ଝାଳ ଓ ଶରୀର ଉପରେ ଜମା ହୋଇଥିବା ମଇଳା
பிற மொழிகளில் மொழிபெயர்ப்பு :
Waste matter (as urine or sweat but especially feces) discharged from the body.
body waste, excrement, excreta, excretion, excretory productபொருள் : ଯେଉଁ ପଦାର୍ଥକୁ ଅନୁପଯୁକ୍ତ ଭାବି ଫୋପାଡ଼ି ଦିଆଯାଏ
எடுத்துக்காட்டு :
କାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ପ୍ରଦୂଷିତ କରିଥାଏ
ஒத்த சொற்கள் : ଆବର୍ଜନା, ବର୍ଜ୍ୟବସ୍ତୁ
பிற மொழிகளில் மொழிபெயர்ப்பு :
वह पदार्थ जिसे अनुपयोगी समझकर फेंक दिया जाता है।
कारखानों के अपशेष नदियों आदि के जल को प्रदूषित करते हैं।Any materials unused and rejected as worthless or unwanted.
They collect the waste once a week.பொருள் : କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
எடுத்துக்காட்டு :
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
ஒத்த சொற்கள் : ଅସନା
பிற மொழிகளில் மொழிபெயர்ப்பு :
Fine powdery material such as dry earth or pollen that can be blown about in the air.
The furniture was covered with dust.பொருள் : ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
எடுத்துக்காட்டு :
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ ତାର ମନ ମଇଳା
ஒத்த சொற்கள் : ଦୂଷିତ
பிற மொழிகளில் மொழிபெயர்ப்பு :
जो स्वच्छ न हो या जिस पर मैल, धूल आदि हों।
पाठशाला में मैले कपड़े पहनकर नहीं आना चाहिए।Soiled or likely to soil with dirt or grime.
Dirty unswept sidewalks.