பொருள் : ବାର ରାଶିମାନଙ୍କରୁ ଦଶମ ରାଶି ଯେଉଁଥିରେ ଉତ୍ତରାଷାଢ଼ା ନକ୍ଷତ୍ରର ଶେଷ ତିନିପାଦ, ପୂରା ଶ୍ରବଣ ନକ୍ଷତ୍ର ଏବଂ ଧନିଷ୍ଠାର ପ୍ରଥମ ଦୁଇପାଦ ଅବସ୍ଥିତ
எடுத்துக்காட்டு :
ମୁଁ ମକର ରାଶିର ବାର୍ଷିକ ଭବିଷ୍ୟଫଳ ଜାଣିବାକୁ ଚାହେଁ
ஒத்த சொற்கள் : ମକରରାଶି
பிற மொழிகளில் மொழிபெயர்ப்பு :
The tenth sign of the zodiac. The sun is in this sign from about December 22 to January 19.
capricorn, capricorn the goat, goatபொருள் : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ମକରରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ମକରରାଶିରେ ଥାଏ
எடுத்துக்காட்டு :
ମକରରାଶିପାଇଁ ଏବର୍ଷ ଅତ୍ୟଧିକ ଫଳଦାୟକ
ஒத்த சொற்கள் : ମକରରାଶି
பிற மொழிகளில் மொழிபெயர்ப்பு :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मकरराशि में हो।
मकरराशिवालों के लिए यह वर्ष अत्यधिक फलदायी है।