பொருள் : ଲାଲ ରଙ୍ଗର ଗୋଟିଏ ଛୋଟ ଗ୍ରହ ଯେ ଦୂରତାରେ ସୂର୍ଯ୍ୟଙ୍କ ଠାରୁ ଚତୁର୍ଥ ସ୍ଥାନରେ ଅଛି
எடுத்துக்காட்டு :
ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ପ୍ରାପ୍ତ ହେବାପାଇଁ ଲାଗିଛନ୍ତି ମଙ୍ଗଳ ଗ୍ରହକୁ ଅବନୀ ଅର୍ଥାତ ପୃଥିବୀର ପୁତ୍ର ରୂପେ ଗ୍ରହଣ କରାଯାଏ
ஒத்த சொற்கள் : ଅଙ୍ଗାରକ, ଭୂମିଜ, ଭୌମ, ଲୋହିତାଙ୍ଗ
பிற மொழிகளில் மொழிபெயர்ப்பு :
लाल रंग का एक छोटा ग्रह जो दूरी के हिसाब से सूर्य से चौथे स्थान पर है।
वैज्ञानिक मंगल ग्रह के बारे में और अधिक जानकारी प्राप्त करने में लगे हुए हैं।பொருள் : ମଙ୍ଗଳ ସୂଚକ ବିଚାର କରାଯାଉଥିବା ବାମଙ୍ଗଳ କରୁଥିବା ଗ୍ରହ
எடுத்துக்காட்டு :
ଏହି ସମୟରେ ମଙ୍ଗଳକାରୀ ଗ୍ରହ ରୂପରେ ବୁଧ ଆପଣଙ୍କ କୁଣ୍ଡଳୀର ଚତୁର୍ଥ ଘରେ ଅବସ୍ଥାନ କରୁଛନ୍ତି
ஒத்த சொற்கள் : ମଂଗଳ ଗ୍ରହ, ମଂଗଳକାରୀ ଗ୍ରହ, ମଙ୍ଗଳକାରୀ ଗ୍ରହ
பிற மொழிகளில் மொழிபெயர்ப்பு :
मंगल करनेवाला ग्रह या वह ग्रह जो मंगल का सूचक माना जाए।
इस समय बुध मंगलग्रह के रूप में आपके कुंडली के चौथे घर में विराजमान है।