பொருள் : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
எடுத்துக்காட்டு :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
ஒத்த சொற்கள் : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମୋଦ, ସହଜ, ସହର୍ଷ, ହର୍ଷ
பிற மொழிகளில் மொழிபெயர்ப்பு :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।பொருள் : ମନକୁ ଆମୋଦିତ କଲାଭଳି କଥା ବା କାମ
எடுத்துக்காட்டு :
ମୋ ସହିତ ଥଟ୍ଟା ତାମସା କରନାହିଁ
ஒத்த சொற்கள் : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ହସ ପରିହାସ, ହସ ମଜା, ହାସ୍ୟ
பிற மொழிகளில் மொழிபெயர்ப்பு :
मन बहलाने वाली बात।
वह सबसे हँसी-मज़ाक़ करते रहता है।