பொருள் : କୌଣସି ଧର୍ମର ମୂଳ କଥା ଯାହାକୁ ଗ୍ରହଣ କଲେ ସେ ବ୍ୟକ୍ତି ସେହି ଧର୍ମରେ ସମ୍ମିଳିତ ହୋଇଯାଏ
எடுத்துக்காட்டு :
କବୀର ଅଦ୍ୱୈତ ମତବାଦକୁ ମାନୁଥିଲେ
ஒத்த சொற்கள் : ବିଶ୍ୱାସ
பிற மொழிகளில் மொழிபெயர்ப்பு :
பொருள் : ବିଦ୍ୟା, କଳା ଆଦି ସମ୍ବନ୍ଧରେ କୌଣସି ବିଦ୍ୱାନଙ୍କଦ୍ୱାରା ପ୍ରତିପାଦିତ ଯେଉଁ ସିଦ୍ଧାନ୍ତକୁ ଅନେକ ଲୋକ ମାନିଥାନ୍ତି
எடுத்துக்காட்டு :
ଡାରୱିନଙ୍କର କ୍ରମବିକାଶ ସିଦ୍ଧାନ୍ତ ଅନୁସାରେ ମଣିଷର ବି ଲାଞ୍ଜ ଥିଲା
ஒத்த சொற்கள் : ସିଦ୍ଧାନ୍ତ
பிற மொழிகளில் மொழிபெயர்ப்பு :