பொருள் : ମଧ୍ୟ ଭାଗ ବା ସ୍ଥାନ
எடுத்துக்காட்டு :
ଘରର ମଝିରେ ଅଗଣା ଅଛି
பிற மொழிகளில் மொழிபெயர்ப்பு :
பொருள் : ଦୁଇଟି ଘଟଣା ଆଦିର ମଧ୍ୟବର୍ତ୍ତୀ ସମୟ
எடுத்துக்காட்டு :
ବହୁତ ଦିନ ପର୍ଯ୍ୟନ୍ତ ଆପଣ କାର୍ଯ୍ୟାଳୟ ଆସିନାହାନ୍ତି, ଏ ମଧ୍ୟରେ ଆପଣ କେଉଁଠି ଥିଲେ?
பிற மொழிகளில் மொழிபெயர்ப்பு :
பொருள் : ନିଶ୍ଚିତ ରୂପରେ କୌଣସି ଅଥବା ଦିଗର ଅତିରିକ୍ତ,ସହିତ ବା ବ୍ୟତୀତ
எடுத்துக்காட்டு :
ଆଜି ମୋର ବି ପରୀକ୍ଷା ଅଛି
ஒத்த சொற்கள் : ବି
பிற மொழிகளில் மொழிபெயர்ப்பு :
பொருள் : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
எடுத்துக்காட்டு :
ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
ஒத்த சொற்கள் : ଅନ୍ତବର୍ତ୍ତୀ, ମଝି, ମଧ୍ୟବର୍ତ୍ତୀ
பிற மொழிகளில் மொழிபெயர்ப்பு :
Being neither at the beginning nor at the end in a series.
Adolescence is an awkward in-between age.