பொருள் : ପୃଥିବୀରେ ରହୁଥିବା ସମସ୍ତ ମନୁଷ୍ୟ
எடுத்துக்காட்டு :
ପ୍ରକୃତି ମଣିଷଜାତିକୁ ଅନେକ କିଛି ଦେଇଛି
ஒத்த சொற்கள் : ମଣିଷଜାତି, ମାନବ, ମାନବଜାତି
பிற மொழிகளில் மொழிபெயர்ப்பு :
All of the living human inhabitants of the earth.
All the world loves a lover.பொருள் : ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ ପ୍ରାଣୀ ଯାହାମଧ୍ୟରେ ଆମେ, ଆପଣ, ଏବଂ ସବୁ ଲୋକ ଅଛନ୍ତି
எடுத்துக்காட்டு :
ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ
பிற மொழிகளில் மொழிபெயர்ப்பு :
Any living or extinct member of the family Hominidae characterized by superior intelligence, articulate speech, and erect carriage.
homo, human, human being, man