பொருள் : ମନର ମଳିନତା
எடுத்துக்காட்டு :
ମନୋମାଳିନ୍ୟ ଦୂର କରିବାପାଇଁ ଆମର ପ୍ରଯତ୍ନ କରିବା ଉଚିତ
பிற மொழிகளில் மொழிபெயர்ப்பு :
பொருள் : ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ
எடுத்துக்காட்டு :
ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା
ஒத்த சொற்கள் : ଯୁକ୍ତିତର୍କ
பிற மொழிகளில் மொழிபெயர்ப்பு :
பொருள் : ଶତ୍ରୁହେବାର ଅବସ୍ଥା ବା ଭାବ
எடுத்துக்காட்டு :
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
ஒத்த சொற்கள் : ଅରିତ୍ୱ, ବିଦ୍ୱେଷ, ବିରୋଧ, ବୈର, ଶତ୍ରୁତା
பிற மொழிகளில் மொழிபெயர்ப்பு :
दुश्मन या शत्रु होने की अवस्था या भाव।
आपसी दुश्मनी को दूर करने में ही भलाई है।