பொருள் : ଶରୀରର ସେହି କୋମଳ ଭାଗ ଯେଉଁଠି ଆଘାତ ଲାଗିଲେ ମଣିଷକୁ ଅଧିକ ଯନ୍ତ୍ରଣା ହୁଏ ବା ସେ ମରିଯାଇପାରେ
எடுத்துக்காட்டு :
ହୃଦୟ, କପାଳ ଆଦି ମର୍ମସ୍ଥଳ
ஒத்த சொற்கள் : ମର୍ମସ୍ଥାନ
பொருள் : ଶରୀରର ଯେଉଁସ୍ଥାନ ବା ଭାଗରେ ଆଘାତ ଲାଗିଲେ ଅତ୍ୟଧିକ ପୀଡ଼ା ହୋଇଥାଏ
எடுத்துக்காட்டு :
ଶରୀରରେ ହୃଦୟ,କପାଳଆଦି ହେଉଛି ମର୍ମସ୍ଥଳ
பிற மொழிகளில் மொழிபெயர்ப்பு :