பொருள் : ତେଲ ନିମନ୍ତେ ସୁଭାଷିତ
எடுத்துக்காட்டு :
ଲଣ୍ଠନର ମସଲା ଖତମ ହୋଇଗଲାଣି
பிற மொழிகளில் மொழிபெயர்ப்பு :
பொருள் : କୌଣସି କାମ,କଥା ଆଦିର ଆଧାର
எடுத்துக்காட்டு :
ମଜା କରିବାପାଇଁ ଆଜି ଆପଣଙ୍କୁ ଭଲ ମସଲା ମିଳି ଗଲା
பிற மொழிகளில் மொழிபெயர்ப்பு :
பொருள் : ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ ତିଆରି କରାଯାଉଥିବା ଏକ ପ୍ରକାର ଘୋଳା ଯାହାଦ୍ୱାରା ଇଟାଆଦି ଯୋଡ଼ାଯାଏ
எடுத்துக்காட்டு :
ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି
பிற மொழிகளில் மொழிபெயர்ப்பு :
A strong hard building material composed of sand and gravel and cement and water.
concreteபொருள் : କୌଣସି ବିଶେଷ କାର୍ଯ୍ୟପାଇଁ ତିଆରି କରାଯାଇଥିବା ଔଷଧ ବା ରସାୟନିକ ଦ୍ରବ୍ୟର ମିଶ୍ରଣ
எடுத்துக்காட்டு :
ଏହି ଢୋଲର ମସଲା ପଡ଼ିଯାଇଛି
பிற மொழிகளில் மொழிபெயர்ப்பு :
किसी विशेष कार्य के लिए बनाया हुआ औषधियों या रासायनिक द्रव्यों का मिश्रण।
इस ढोल का मसाला गिर गया है।பொருள் : କିଛି ଖାଦ୍ୟ ବା ପାନୀୟ ପଦାର୍ଥ ଆଦିକୁ ଅଧିକ ସ୍ୱାଦିଷ୍ଟ,ଗୁଣକାରୀ ଆଦି କରିବା ପାଇଁ ଆବଶ୍ୟକ ପଦାର୍ଥ
எடுத்துக்காட்டு :
ଆଜିକାଲି ପ୍ରତ୍ୟେକ ଜିନିଷ ତିଆରି କରିବା ପାଇଁ ପ୍ରସ୍ତୁତ ମସଲା ମିଳୁଛି
பிற மொழிகளில் மொழிபெயர்ப்பு :
कुछ खाद्य या पेय पदार्थों आदि को अधिक स्वादिष्ट, गुणकारी आदि बनाने के लिए प्रयुक्त मिश्रित पदार्थ।
आजकल हर चीज बनाने के लिए तैयार मसाले मिलते हैं।பொருள் : କିଛି ଖାଦ୍ୟ, ପେୟଆଦି ପଦାର୍ଥକୁ ସ୍ୱାଦିଷ୍ଟ ଓ ଗୁଣକାରୀ କରିବାପାଇଁ ସେଥିରେ ପକାଯାଉଥିବା ବୃକ୍ଷରୁ ଜାତ କିଛି ଜିନିଷ
எடுத்துக்காட்டு :
ଜାୟତ୍ରୀ,ଜାଇଫଳ,ଜିରାଆଦି ମସଲାର ପର୍ଯ୍ୟାୟରେ ଯାଏ ମସଲା ପକାଇଲେ ଖାଦ୍ୟ ସ୍ୱାଦିଷ୍ଟ ହୁଏ
பிற மொழிகளில் மொழிபெயர்ப்பு :
कुछ खाद्य, पेय आदि पदार्थों को स्वादिष्ट, गुणकारी आदि बनाने के लिए उसमें डाला जाने वाला किसी वनस्पति का कोई भाग।
जावित्री,जायफल,जीरा आदि मसाले हैं।Any of a variety of pungent aromatic vegetable substances used for flavoring food.
spice