பொருள் : ପୁରାଣ ଅନୁସାରେ ହଜାରେ ଫଣାଧାରୀ ସେହି ନାଗ ଯାହାଙ୍କ ଫଣା ଉପରେ ଏହି ପୃଥିବୀ ତିଷ୍ଠି ରହିଛି
எடுத்துக்காட்டு :
ଶେଷନାଗଙ୍କୁ ହିନ୍ଦୁମାନଙ୍କର ଗୋଟିଏ ଦେବତା ବୋଲି ବିଚାର କରାଯାଏ
ஒத்த சொற்கள் : ଧରଣୀଧର, ଶେଷନାଗ, ସହସ୍ରଫଣି
பிற மொழிகளில் மொழிபெயர்ப்பு :
पुराणों के अनुसार हजार फनों वाला वह नाग जिसके फनों पर यह पृथ्वी ठहरी हुई है।
शेषनाग हिन्दुओं के एक देवता माने जाते हैं।An imaginary being of myth or fable.
mythical beingபொருள் : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
எடுத்துக்காட்டு :
ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
ஒத்த சொற்கள் : ଅଚଳ, ଗିରି, ପର୍ବତ, ପାହାଡ଼, ଭୁଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର
பிற மொழிகளில் மொழிபெயர்ப்பு :
भूमि का बहुत ऊँचा, ऊबड़-खाबड़ और प्रायः पथरीला प्राकृतिक भाग।
हिमालय पर्वत भारत के उत्तर में है।