பொருள் : ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
எடுத்துக்காட்டு :
ଡାଇବେଟିସର ଗ୍ଲାଇକୋସିଲେଟେଜ ହିମୋଗ୍ଲୋବିନ୍ ନିମନ୍ତେ ସାମାନ୍ୟ ମାନଦଣ୍ଡ ଚାରିରୁ ଛଅ ପ୍ରତିଶତ
ஒத்த சொற்கள் : ପାରାମିଟର, ମାନଦଣ୍ଡ, ମାପଦଂଡ, ମାପଦଣ୍ଡ
பிற மொழிகளில் மொழிபெயர்ப்பு :
A quantity (such as the mean or variance) that characterizes a statistical population and that can be estimated by calculations from sample data.
parameter