பொருள் : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
எடுத்துக்காட்டு :
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
ஒத்த சொற்கள் : କହିପକାଇବା, କହିପକେଇବା, ସ୍ୱୀକାରକରିବା
பிற மொழிகளில் மொழிபெயர்ப்பு :
பொருள் : କଥା ମାନିବା
எடுத்துக்காட்டு :
ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି
ஒத்த சொற்கள் : ଶୁଣିବା
பிற மொழிகளில் மொழிபெயர்ப்பு :
பொருள் : ସହମତ ହେବା
எடுத்துக்காட்டு :
ମୁଁ ଆପଣଙ୍କ କଥା ମାନୁଛି
ஒத்த சொற்கள் : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା
பிற மொழிகளில் மொழிபெயர்ப்பு :
सहमत होना।
मैं आपकी बात मानता हूँ।பொருள் : କାହାରି ପ୍ରତି ଆଦର ଭାବ ରଖିବା
எடுத்துக்காட்டு :
ମୁଁ ତାଙ୍କୁ ବହୁତ ମାନେ
பிற மொழிகளில் மொழிபெயர்ப்பு :
பொருள் : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା
எடுத்துக்காட்டு :
ସେ ମୋ ଆଦେଶ ମାନିଲା ନାହିଁ
ஒத்த சொற்கள் : ପାଳନ କରିବା
பிற மொழிகளில் மொழிபெயர்ப்பு :
Be obedient to.
obeyபொருள் : କଳ୍ପନା କରିବା
எடுத்துக்காட்டு :
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
ஒத்த சொற்கள் : କଳ୍ପନା କରିବା, ଗ୍ରହଣ କରିବା, ଭାବିବା
பிற மொழிகளில் மொழிபெயர்ப்பு :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.பொருள் : ସୁନ୍ଦର ବା ଭଲ ଲାଗିବା
எடுத்துக்காட்டு :
ଏହି ପୋଷାକ ଆପଣଙ୍କୁ ମାନୁଛି
ஒத்த சொற்கள் : ଭଲ ଲାଗିବା, ଶୋଭିତ ହେବା
பிற மொழிகளில் மொழிபெயர்ப்பு :
सुंदर या अच्छा लगना।
यह पोशाक आप पर खिल रही है।பொருள் : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା
எடுத்துக்காட்டு :
ମୁ ନିରାକାର ଈଶ୍ୱରଙ୍କୁ ମାନେ
ஒத்த சொற்கள் : ସ୍ୱୀକାର କରିବା
பிற மொழிகளில் மொழிபெயர்ப்பு :
பொருள் : ମହତ୍ତ୍ୱ ବୁଝିବା
எடுத்துக்காட்டு :
ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ
ஒத்த சொற்கள் : ସ୍ୱୀକାରକରିବା
பிற மொழிகளில் மொழிபெயர்ப்பு :
Accept (someone) to be what is claimed or accept his power and authority.
The Crown Prince was acknowledged as the true heir to the throne.