பொருள் : ଯେଉଁ ମାରପିଟରେ ଟାଣିବା ବା ଠେଲିବାପାଇଁ ହାତ, ଗୋଡ଼ ଦୁଇଟିର ପ୍ରୟୋଗ କରାଯାଏ
எடுத்துக்காட்டு :
ସେ ଦୁଇଜଣଙ୍କ ମଧ୍ୟରେ ହାତାହାତି ହୋଇଗଲା
ஒத்த சொற்கள் : ମରାମରି, ମାରଧର, ହାତାହାତି
பிற மொழிகளில் மொழிபெயர்ப்பு :
वह मारपीट जिसमें खींचने या ढकेलने के लिए हाथ,पैर दोनों का प्रयोग किया जाता है।
उन दोनों में खूब हाथापाई हुई।பொருள் : ମାରପିଟ କରିବାର ପ୍ରକ୍ରିୟା ବା ଭାବ
எடுத்துக்காட்டு :
ନିର୍ବାଚନ ସମୟରେ ବହୁତ ମାରପିଟ ହୁଏ
ஒத்த சொற்கள் : ପିଟାପିଟି, ବାଡ଼ିଆପିଟା, ବାଡ଼ିଆବାଡ଼ି
பிற மொழிகளில் மொழிபெயர்ப்பு :
मारपीट करने की क्रिया या भाव।
चुनाव के समय बहुत मार-पीट होती है।