பொருள் : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
எடுத்துக்காட்டு :
ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
பிற மொழிகளில் மொழிபெயர்ப்பு :
A landowner who leases to others.
landlordபொருள் : ଦରମା ବା ମଜୁରି ଭିତ୍ତିରେ କାହାକୁ ନିଜ କାର୍ଯ୍ୟାଳୟ ବା କାରଖାନାରେ କାମ ଦେବାବାଲା ବ୍ୟକ୍ତି
எடுத்துக்காட்டு :
ମାଲିକ କର୍ମଚାରୀମାନଙ୍କ ଦାବି ପୂରଣ କରିବା ପାଇଁ ମନା କରିଦେଲେ
ஒத்த சொற்கள் : ନିୟୋଜକ
பிற மொழிகளில் மொழிபெயர்ப்பு :
(law) someone who owns (is legal possessor of) a business.
He is the owner of a chain of restaurants.