பொருள் : ମୟଦାନବର କନ୍ୟା
எடுத்துக்காட்டு :
ମାୟାଙ୍କ ବିବାହ ବିଶ୍ରବାଙ୍କ ସହିତ ହୋଇଥିଲା
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical beingபொருள் : ମାୟା ଆମ୍ବର ଗଛ
எடுத்துக்காட்டு :
ମାୟା ଆମ୍ବଗଛ ନିମନ୍ତେ ଏହି ମାଟି ଭଲ ନୁହେଁ
ஒத்த சொற்கள் : ମାୟା ଆମ୍ବଗଛ, ମାୟା ଗଛ
பிற மொழிகளில் மொழிபெயர்ப்பு :
Large evergreen tropical tree cultivated for its large oval fruit.
mangifera indica, mango, mango treeபொருள் : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
எடுத்துக்காட்டு :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
ஒத்த சொற்கள் : ଅସ୍ମିତା, ବିମୋହ, ମମତା, ମୋହ
பிற மொழிகளில் மொழிபெயர்ப்பு :
A feeling of great liking for something wonderful and unusual.
captivation, enchantment, enthrallment, fascinationபொருள் : କିଛି ଏଭଳି କାର୍ଯ୍ୟ ବା କଥା ଯାହା ପ୍ରକୃତ ବା ସତ୍ୟ ନହେଲେ ମଧ୍ୟ ସତ୍ୟ ଓ ଠିକ୍ ବୋଲି ଜଣାପଡ଼େ
எடுத்துக்காட்டு :
ଆମେ ସାଂସାରିକ ମାୟାରେ ଫସି ଯାଇଛୁ ସଂସାରର ମାୟା ଦୀପକୁ ଦେଖିଣ ଭ୍ରମିଭ୍ରମି ପଡ଼େ ନର, କବୀର କହଇ ଗୁରୁ ଧ୍ୟାନ କରି ଶୀଘ୍ର ଏଥିରୁ ଉଦ୍ଧର
ஒத்த சொற்கள் : ଅବିଦ୍ୟା, ପ୍ରପଞ୍ଚ, ଭବବିଳାସ, ଭବମାୟା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବର୍ନ୍ନବୃତ୍ତ
எடுத்துக்காட்டு :
ମାୟାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ତଗଣ, ମଗଣ,ଭଗଣ ଏବଂ ଗୋଟିଏ ଗୁରୁ ବର୍ଣ୍ଣ ଥାଏ
பிற மொழிகளில் மொழிபெயர்ப்பு :
பொருள் : ଇନ୍ଦ୍ରବଜ୍ରା ବର୍ଣ୍ଣବୃତ୍ତ ଯାହା ଇନ୍ଦ୍ରବର୍ଜା ଏବଂ ଉପେନ୍ଦ୍ରବଜ୍ରାର ମିଳିତରେ ସୃଷ୍ଟ ଗୋଟିଏ ଉପଭେଦ
எடுத்துக்காட்டு :
ମାୟାର ଦ୍ବିତୀୟ ତଥା ତୃତୀୟ ପାଦରେ ପ୍ରଥମ ବର୍ଣ୍ଣ ଲଘୁ ଥାଏ
பிற மொழிகளில் மொழிபெயர்ப்பு :
इंद्रवज्रा नामक वर्णवृत्त का एक उपभेद जो इंद्रवज्रा और उपेन्द्रवज्रा के मेल से बनता है।
माया के दूसरे तथा तीसरे चरण में प्रथम वर्ण लघु होता है।