பொருள் : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ
எடுத்துக்காட்டு :
ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି
ஒத்த சொற்கள் : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ
பிற மொழிகளில் மொழிபெயர்ப்பு :
स्त्री आदि के साथ पुरुष आदि का समागम।
अनुचित मैथुन कई तरह के रोगों को जन्म देता है।Activities associated with sexual intercourse.
They had sex in the back seat.பொருள் : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମିଥୁନରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମିଥୁନରାଶିରେ ଥାଏ
எடுத்துக்காட்டு :
ମିଥୁନ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଟିକିଏ କଷ୍ଟଦାୟକ
ஒத்த சொற்கள் : ମିଥୁନ ରାଶି
பிற மொழிகளில் மொழிபெயர்ப்பு :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मिथुनराशि में हो।
मिथुनराशिवालों के लिए यह वर्ष थोड़ा कष्टमय है।பொருள் : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶି ମଧ୍ୟରୁ ତୃତୀୟ ରାଶି
எடுத்துக்காட்டு :
ଏ ବର୍ଷ ମିଥୁନରାଶି ଲୋକଙ୍କପାଇଁ ଅନୁକୂଳ
ஒத்த சொற்கள் : ମିଥୁନରାଶି
பிற மொழிகளில் மொழிபெயர்ப்பு :
ज्योतिष में बारह राशियों में से तीसरी राशि।
यह साल मिथुन राशि के लोगों के अनुकूल है।The third sign of the zodiac. The sun is in this sign from about May 21 to June 20.
gemini, gemini the twins, twinsபொருள் : ପୋଖରୀ କୂଳରେ ରହୁଥୁବା ଗୋଟିଏ ପ୍ରକାରର ପକ୍ଷୀ
எடுத்துக்காட்டு :
କ୍ରୌଞ୍ଚ ଯୁଗଳଙ୍କ ଦୁଃଖଦ ମୃତ୍ୟୁ ଦେଖି ବାଲ୍ମିକୀଙ୍କ ମୁଁହରୁ ଆପେ ଆପେ କାବ୍ୟ ଫୁଟି ଉଠିଲା
ஒத்த சொற்கள் : କ୍ରୌଞ୍ଚ, କ୍ରୌଞ୍ଚ ମିଥୁନ, ବଗ
பிற மொழிகளில் மொழிபெயர்ப்பு :
Small slender gull having narrow wings and a forked tail.
tern