பொருள் : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
எடுத்துக்காட்டு :
ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବସ୍ତୁରେ ଅନ୍ୟବସ୍ତୁ ବା ବସ୍ତୁଗୁଡ଼ିକ ମିଶାଇ ସବୁ ଏକାଠି କରିବା
எடுத்துக்காட்டு :
ଗୋଲାପି ରଙ୍ଗ ତିଆରି କରିବାପାଇଁ ସେ ଲାଲ୍ ଓ ଧଳା ରଙ୍ଗ ମିଶାଇଲେ ଦୁଧବାଲା ଦୁଧରେ ପାଣି ମିଶାଏ
ஒத்த சொற்கள் : ଏକତ୍ରିତକରିବା, ଏକାଠିକରିବା, ମିଳାଇବା, ମିଶ୍ରଣକରିବା
பிற மொழிகளில் மொழிபெயர்ப்பு :