பொருள் : ପ୍ରଥମ ମିଳନରେ ହେଉଥିବା ପୂର୍ଣ୍ଣତା (ବିଶେଷକରି ପ୍ରମାଳାପ ବା କିଛି ଅନ୍ତରଙ୍ଗ କଥାବାର୍ତ୍ତା ନିମନ୍ତେ)
எடுத்துக்காட்டு :
ଅଭିସାର ଶେଷରେ ଶ୍ୟାମ ଓ ଶ୍ୟାମା ନିଜନିଜର ଘରକୁ ଫେରିଗଲେ
ஒத்த சொற்கள் : ଅଭିସାର
பிற மொழிகளில் மொழிபெயர்ப்பு :
A meeting arranged in advance.
She asked how to avoid kissing at the end of a date.பொருள் : କାହା ସହିତ ଦେଖା କରିବା ବା ଭେଟିବା
எடுத்துக்காட்டு :
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
ஒத்த சொற்கள் : ଦେଖାକରିବା, ଭେଟିବା, ସାକ୍ଷାତ କରିବା
பிற மொழிகளில் மொழிபெயர்ப்பு :
किसी से मिलना या भेंट करना।
उसने शहर में अपने संबंधियों से भेंट की।பொருள் : କୌଣସି ବସ୍ତୁଆଦିରେ ଅନ୍ୟ ବସ୍ତୁର ମିଳନ ହେବା
எடுத்துக்காட்டு :
ଏହି ନଦୀ ସମୁଦ୍ରରେ ମିଶିଛି
ஒத்த சொற்கள் : ବିଲୀନ ହେବା, ସମାବିଷ୍ଟ ହେବା
பிற மொழிகளில் மொழிபெயர்ப்பு :
किसी वस्तु आदि में दूसरी वस्तु आदि का समाना।
यह नदी समुद्र में समाविष्ट हो जाती है।பொருள் : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
எடுத்துக்காட்டு :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ஒத்த சொற்கள் : ଏକତ୍ର ହେବା, ଦେଖାହେବା, ଭେଟିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
பிற மொழிகளில் மொழிபெயர்ப்பு :
பொருள் : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
எடுத்துக்காட்டு :
ଜିଲାପି ଭଲଭାବେ ବୁଡ଼ିନାହିଁ
ஒத்த சொற்கள் : ପିଇବା, ବୁଡ଼ିବା, ଲାଗିବା, ଶୋଷିବା
பிற மொழிகளில் மொழிபெயர்ப்பு :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।பொருள் : ଗୋଟିଏ ଜିନିଷରେ ଅନ୍ୟ ଏକ ଜିନିଷ ମିଶି ଏକାଠି ହେବା
எடுத்துக்காட்டு :
ଏଥିରେ ଅନେକ ପ୍ରକାରର ଖାଦ୍ୟଶସ୍ୟ ମିଶିଛି
ஒத்த சொற்கள் : ଏକୀଭୂତହେବା, ମିଶ୍ରଣହେବା
பிற மொழிகளில் மொழிபெயர்ப்பு :
பொருள் : ଭେଟହେବା
எடுத்துக்காட்டு :
ଆଜି ମୁଁ ଶର୍ମାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କସହ ମିଶିପାରିଲି ନାହିଁ
ஒத்த சொற்கள் : ଦେଖାହେବା, ସାକ୍ଷାତହେବା
பிற மொழிகளில் மொழிபெயர்ப்பு :
भेंट होना या मुलाकात होना।
आज मैं शर्माजी के घर गया था पर वे नहीं मिले।பொருள் : କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା
எடுத்துக்காட்டு :
ତେଲ ପାଣିରେ କେବେ ବି ମିଶେ ନାହିଁ
ஒத்த சொற்கள் : ଏକ ହେବା, ଏକାଠି ହେବା, ମିଶ୍ରିତ ହେବା, ସମିଶ୍ରିତ ହେବା
பிற மொழிகளில் மொழிபெயர்ப்பு :
பொருள் : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
எடுத்துக்காட்டு :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
ஒத்த சொற்கள் : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ଭେଟିବା, ମିଳିବା, ସଂଘବଦ୍ଧ ହେବା
பிற மொழிகளில் மொழிபெயர்ப்பு :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।பொருள் : ଯୋଡିବା ବା ମିଶାଇବା ବା ଏକସାଥିରେ ରହିବା
எடுத்துக்காட்டு :
ଏଠରେ ଦୁଇଟି ସଡ଼କ ମିଶିଛନ୍ତିଯାତ୍ରୀମାନେ ପୁଣି ଉଡ଼ାଜାହାଜ ଘାଟିରେ ମିଶିଗଲେ
பிற மொழிகளில் மொழிபெயர்ப்பு :
* जुड़ना या मिलना या एक साथ होना।
यहाँ दो सड़कें मिलती हैं।