பொருள் : କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
எடுத்துக்காட்டு :
ଏହି ଦଳରେ ରାମ ମୋତେ ମଧ୍ୟ ସାମିଲ କରିଛି ଏହି କାମରେ ଭଲ ଲୋକମାନଙ୍କୁ ସାମିଲ କରନ୍ତୁ
ஒத்த சொற்கள் : ସମ୍ମିଳିତ କରିବା, ସାମିଲ କରିବା
பிற மொழிகளில் மொழிபெயர்ப்பு :
किसी कार्य आदि को करने के लिए साथ करना या किसी काम, दल आदि में रखना।
इस कार्य में अच्छे लोगों को शामिल कीजिए।பொருள் : ନିଜ ପକ୍ଷରେ କରିବା
எடுத்துக்காட்டு :
ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା
எடுத்துக்காட்டு :
ଆମେ ସରବତ୍ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
ஒத்த சொற்கள் : ଗୋଳାଇବା, ମିଶ୍ରଣ କରିବା
பிற மொழிகளில் மொழிபெயர்ப்பு :
किसी द्रव पदार्थ में कोई वस्तु हिलाकर मिलाना।
हम शरबत बनाने के लिए पानी में शक्कर घोलते हैं।