பொருள் : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା
எடுத்துக்காட்டு :
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
ஒத்த சொற்கள் : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୋକ୍ଷ, ମୋଚନ
பிற மொழிகளில் மொழிபெயர்ப்பு :
जीव की जन्म और मरण के बंधन से छूट जाने की अवस्था।
सच्चे लोगों को मोक्ष की प्राप्ति होती है।(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.
enlightenment, nirvanaபொருள் : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
எடுத்துக்காட்டு :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
பிற மொழிகளில் மொழிபெயர்ப்பு :
The act of reducing something unpleasant (as pain or annoyance).
He asked the nurse for relief from the constant pain.பொருள் : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
ஒத்த சொற்கள் : ଉଦ୍ଧାର, ନିବୃତ୍ତି, ବନ୍ଧନ, ବିମୁକ୍ତି
பிற மொழிகளில் மொழிபெயர்ப்பு :
The condition of being free. The power to act or speak or think without externally imposed restraints.
freedomபொருள் : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
எடுத்துக்காட்டு :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
ஒத்த சொற்கள் : ନିବୃତ୍ତି
பிற மொழிகளில் மொழிபெயர்ப்பு :
பொருள் : ମୁକ୍ତି ପାଇବାର କ୍ରିୟା
எடுத்துக்காட்டு :
ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ
ஒத்த சொற்கள் : ଉଦ୍ଧାର, ନିସ୍ତାର, ମୋକ୍ଷ
பிற மொழிகளில் மொழிபெயர்ப்பு :
Recovery or preservation from loss or danger.
Work is the deliverance of mankind.பொருள் : ଧନ ଦେଇ ଖଲାସ କରିବା ବା ବନ୍ଧନମୁକ୍ତ କରିବାର କ୍ରିୟା
எடுத்துக்காட்டு :
ଧନ ନେଇବି ତାଙ୍କର ଏ ପର୍ଯ୍ୟନ୍ତ ବନ୍ଧନ ମୁକ୍ତି ହୋଇନାହିଁ
ஒத்த சொற்கள் : ବନ୍ଧନ ମୁକ୍ତି
பிற மொழிகளில் மொழிபெயர்ப்பு :
धन देकर छुड़ाने या बंधनमुक्त करने या कराने की क्रिया।
उनका फिरौती का वादा झूठा था।The act of freeing from captivity or punishment.
ransomபொருள் : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
எடுத்துக்காட்டு :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
ஒத்த சொற்கள் : ଉଦ୍ଧାର, ତାରଣ, ନିସ୍ତାର, ରକ୍ଷା
பிற மொழிகளில் மொழிபெயர்ப்பு :
Recovery or preservation from loss or danger.
Work is the deliverance of mankind.பொருள் : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
எடுத்துக்காட்டு :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ஒத்த சொற்கள் : ନିବୃତ୍ତି, ବନ୍ଧନ ମୁକ୍ତ, ବିମୁକ୍ତି
பிற மொழிகளில் மொழிபெயர்ப்பு :
किसी प्रकार के जंजाल, झंझट, पाश, बंधन आदि से मुक्त होने की क्रिया।
किसी भी प्रकार के बंधन से मुक्ति की आकांक्षा हर एक की होती है।