பொருள் : ଶୋଇବା ଜାଗାରେ ମୁଣ୍ଡ ଆଡ଼କୁ ଥିବା ଭାଗ
எடுத்துக்காட்டு :
ଏହି ଖଟରେ ମୋ ତକିଆ ଦବି ଯାଇଛି
பிற மொழிகளில் மொழிபெயர்ப்பு :
A vertical board or panel forming the head of a bedstead.
headboardபொருள் : ବୋଝ ଉଠାଇବା ସମୟରେ ମୁଣ୍ଡ ଉପରେ ରଖାଯାଉଥିବା କନା ତିଆରି ଛୋଟ ଗୋଲ ଗଦି
எடுத்துக்காட்டு :
ଚାଷୀ ବୋଝ ଉଠାଇବାପାଇଁ ମୁଣ୍ଡ ଉପରେ ମୁଚୁଳା ରଖିଲା
பிற மொழிகளில் மொழிபெயர்ப்பு :
பொருள் : ଗାଡ଼ିରେ ଯୋଚା ଘୋଡ଼ାର ବେକ ଉପରେ ଲଦାଯାଇଥିବା ଅଣ୍ଡାକାର ବସ୍ତୁ
எடுத்துக்காட்டு :
ମୁଚୁଳା ରଖି ରଖି ଘୋଡ଼ାର ବେକ ଲୋମ ଝଡ଼ି ଗଲାଣି
பிற மொழிகளில் மொழிபெயர்ப்பு :
गाड़ी में जुते हुए घोड़े की गर्दन पर रखी जानेवाली अंडाकार वस्तु।
कंधेली रखते-रखते घोड़े की गरदन के बाल झड़ गए हैं।