பொருள் : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
எடுத்துக்காட்டு :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
பிற மொழிகளில் மொழிபெயர்ப்பு :
பொருள் : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
எடுத்துக்காட்டு :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
ஒத்த சொற்கள் : ମୁଠି
பிற மொழிகளில் மொழிபெயர்ப்பு :
பொருள் : ଚାପିବା, କଷିବା ଆଦିର ଉପକରଣ
எடுத்துக்காட்டு :
ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
ஒத்த சொற்கள் : ଚାପୁଆଣି
பிற மொழிகளில் மொழிபெயர்ப்பு :
பொருள் : ଧରିବାର କାର୍ଯ୍ୟ
எடுத்துக்காட்டு :
ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
பிற மொழிகளில் மொழிபெயர்ப்பு :