பொருள் : ମୋଲଡୋୱା ଲୋକଙ୍କ ଭାଷା
எடுத்துக்காட்டு :
ମୋଲଡୋବା ଭାଷାର ରୋମାନିଆ ଭାଷା ସହିତ ସାମଞ୍ଜସ୍ୟ ରହିଛି
ஒத்த சொற்கள் : ମୋଲଡୋବା ଭାଷା, ମୋଲଡୋୱାଇ ଭାଷା
பிற மொழிகளில் மொழிபெயர்ப்பு :
मोल्डोवा के लोगों की भाषा।
मोल्डोवाई रोमानियाई भाषा से मिलती-जुलती है।பொருள் : ମୋଲଡୋବାର ନିବାସୀ
எடுத்துக்காட்டு :
ଜଣେ ମୋଲଡୋବାବାସୀ ଆମକୁ ମୋଲଡୋବା ବୁଲି ଦେଖାଇଲା
ஒத்த சொற்கள் : ମୋଲଡୋବାବାସୀ
பிற மொழிகளில் மொழிபெயர்ப்பு :
मोल्डोवा का निवासी।
एक मोल्डोवाई ने हमें मोल्डोवा घुमाया।A native or inhabitant of Europe.
europeanபொருள் : ମୋଲଡୋୱାଇ ଭାଷା ସହିତ ସମ୍ବନ୍ଧିତ ବା ମୋଲଡୋୱାଇ ଭାଷାର
எடுத்துக்காட்டு :
ସେ ମୋଲଡୋୱାଇ ଉପନ୍ୟାସ ପଢ଼ୁପଢ଼ୁ ଶୋଇଗଲା
ஒத்த சொற்கள் : ମୋଲଡୋୱାଇ ଭାଷା
பொருள் : ମୋଲଡୋୱା ସହିତ ସମ୍ବନ୍ଧିତ ବା ମୋଲଡୋୱାର
எடுத்துக்காட்டு :
ମୋଲଡୋୱାଇ ସଂସ୍କୃତି ଉପରେ ପଡ଼ୋଶୀ ରାଜ୍ୟ ରୋମାନିୟାର ଅଧିକ ପ୍ରଭାବ ସ୍ପଷ୍ଟ ଜଣାପଡ଼େ
பிற மொழிகளில் மொழிபெயர்ப்பு :
Of or relating to or characteristic of Moldova or its people or culture.
moldovan