பொருள் : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
எடுத்துக்காட்டு :
କୃଷକଟି କ୍ଷେତର ଦେଖାରଖା କରୁଛି
ஒத்த சொற்கள் : ଦେଖାରଖା, ଦେଖାଶୁଣା, ସଂରକ୍ଷଣ, ହେପାଜତ
பிற மொழிகளில் மொழிபெயர்ப்பு :
The activity of protecting someone or something.
The witnesses demanded police protection.பொருள் : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
எடுத்துக்காட்டு :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
ஒத்த சொற்கள் : ଉପାୟ, ପ୍ରଯତ୍ନ, ବାଟ, ବିଧି, ମାର୍ଗ, ରାସ୍ତା, ସାଧନ
பிற மொழிகளில் மொழிபெயர்ப்பு :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।பொருள் : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
எடுத்துக்காட்டு :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
ஒத்த சொற்கள் : ଆଗ୍ରହ, ଉତ୍ସାହ, ଉଲ୍ଲାସ
பிற மொழிகளில் மொழிபெயர்ப்பு :
A feeling of excitement.
enthusiasm