பொருள் : ପରୀକ୍ଷା ନେବା, ପରଖିବା କିମ୍ବା ଯାଞ୍ଚ କରିବା କାମ
எடுத்துக்காட்டு :
ଜଣେ ଜ୍ୟୋତିଷ ମୋର ଜନ୍ମକୁଣ୍ଡଳୀକୁ ପରୀକ୍ଷା କଲେ
ஒத்த சொற்கள் : ପରୀକ୍ଷା
பிற மொழிகளில் மொழிபெயர்ப்பு :
பொருள் : କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା
எடுத்துக்காட்டு :
ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ
ஒத்த சொற்கள் : ପରୀକ୍ଷଣ, ପରୀକ୍ଷା
பிற மொழிகளில் மொழிபெயர்ப்பு :
Examination of tissues or liquids from the living body to determine the existence or cause of a disease.
biopsyபொருள் : ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ
எடுத்துக்காட்டு :
ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା
பிற மொழிகளில் மொழிபெயர்ப்பு :
The act of giving students or candidates a test (as by questions) to determine what they know or have learned.
examination, testingபொருள் : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
எடுத்துக்காட்டு :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
ஒத்த சொற்கள் : ଅନୁସନ୍ଧାନ, ତନଖି, ତଲାସ, ପରଖ
பிற மொழிகளில் மொழிபெயர்ப்பு :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।பொருள் : ମିଳାଇ ବା ଯାଞ୍ଚକରି ଏହା ଠିକ ବା ଯେଉଁଭଳି ରହିବା କଥା ସେଭଳି ଅଛି କି ନାହିଁ ପରୀକ୍ଷା କରିବା
எடுத்துக்காட்டு :
କାର୍ଯ୍ୟାଳୟରେ ବାବୁ ପ୍ରଥମେ କାଗଜ ଗୁଡ଼ିକ ଯାଞ୍ଚ କଲେ
ஒத்த சொற்கள் : ଯାଂଚ
பிற மொழிகளில் மொழிபெயர்ப்பு :
मिलान या जाँच करके यह देखने की क्रिया कि यह ठीक या ज्यों-का-त्यों है या नहीं।
कार्यालय में बाबू ने पहले कागजात का सत्यापन किया।Additional proof that something that was believed (some fact or hypothesis or theory) is correct.
Fossils provided further confirmation of the evolutionary theory.பொருள் : ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା
எடுத்துக்காட்டு :
ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର
ஒத்த சொற்கள் : ଡାକ୍ତରୀ ପରୀକ୍ଷା, ପରୀକ୍ଷା
பிற மொழிகளில் மொழிபெயர்ப்பு :
A thorough physical examination. Includes a variety of tests depending on the age and sex and health of the person.
checkup, health check, medical, medical checkup, medical exam, medical examination