பொருள் : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
எடுத்துக்காட்டு :
ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
ஒத்த சொற்கள் : ବାରବୁଲା
பிற மொழிகளில் மொழிபெயர்ப்பு :
A member of a people who have no permanent home but move about according to the seasons.
nomadபொருள் : ଯେ ବହୁତ ବୁଲେ
எடுத்துக்காட்டு :
ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
ஒத்த சொற்கள் : ବାରବୁଲା
பிற மொழிகளில் மொழிபெயர்ப்பு :
பொருள் : ଯେ ବହୁତ ବୁଲାବୁଲି କରେ
எடுத்துக்காட்டு :
ଯୋଗିରାଜ ହରିହର ସ୍ୱାମୀ ଜଣେ ବୁଲା ସଂଥ
ஒத்த சொற்கள் : ପର୍ଯ୍ୟଟନପ୍ରିୟ, ବୁଲା, ବୁଲାପ୍ରିୟ, ଭ୍ରମଣପ୍ରିୟ
பிற மொழிகளில் மொழிபெயர்ப்பு :
जो बहुत घूमता हो।
योगिराज हरिहरनजी एक घुमक्कड़ संत हैं।பொருள் : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
எடுத்துக்காட்டு :
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
ஒத்த சொற்கள் : ଅସ୍ଥାୟୀ
பிற மொழிகளில் மொழிபெயர்ப்பு :