பொருள் : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ
எடுத்துக்காட்டு :
ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ
ஒத்த சொற்கள் : ଅନ୍ତ, ପ୍ରଳୟ, ବିନାଶ, ମହାଧ୍ୱଂସ, ଯୁଗାନ୍ତକମହାପ୍ରଳୟ
பிற மொழிகளில் மொழிபெயர்ப்பு :
பொருள் : ଯୁଗର ଶେଷ
எடுத்துக்காட்டு :
ଯୁଗାନ୍ତ ପରେ ନୂଆ ଯୁଗର ସୃଷ୍ଟି ହୋଇଥାଏ
ஒத்த சொற்கள் : ଯୁଗ ଶେଷ
பிற மொழிகளில் மொழிபெயர்ப்பு :