பொருள் : ସବୁ କାମ ଉତ୍ତମ ରୂପେ ଅମଳ କରୁଥିବା ବା ନିଜ କର୍ତ୍ତବ୍ୟର ଉଚିତ୍ ପାଳନ କରୁଥିବା ବ୍ୟକ୍ତି
எடுத்துக்காட்டு :
ରାଜା ଯୋଗ୍ୟ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ଅର୍ପଣ କରି ନିଶ୍ଚିନ୍ତ ହେଲେ
ஒத்த சொற்கள் : ଅମଳୀ, କର୍ମଠ, କର୍ମନିରତ, କାର୍ଯ୍ୟଦକ୍ଷ୍ୟ
பிற மொழிகளில் மொழிபெயர்ப்பு :
Having authority or ascendancy or influence.
An important official.பொருள் : ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
எடுத்துக்காட்டு :
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
பிற மொழிகளில் மொழிபெயர்ப்பு :
பொருள் : ଯେଉଁଭଳି ହେବା ଦରକାର ସେଭଳି
எடுத்துக்காட்டு :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
ஒத்த சொற்கள் : ଉଚିତ, ଉପଯୁକ୍ତ, ଠିକ, ସମୁଚିତ
பிற மொழிகளில் மொழிபெயர்ப்பு :
Suitable for a particular person or place or condition etc.
A book not appropriate for children.