பொருள் : ଏକ ପ୍ରକାର ମୂଳରୁ ଉତ୍ପନ୍ନ ହୋଉଥିବା ବସ୍ତୁ ବା ଜୀବଆଦିର ବର୍ଗ ଯାହା ଅନ୍ୟ ଜୀବ ବା ବସ୍ତୁଠାରୁ ତାକୁ ଭିନ୍ନ କରେ
எடுத்துக்காட்டு :
ଏହି ବଗିଚାରେ ବହୁ ପ୍ରକାରର ଗୋଲାପ ଅଛି
பிற மொழிகளில் மொழிபெயர்ப்பு :
பொருள் : ଏକ ବିଶେଷ ପ୍ରକାର ବସ୍ତୁ
எடுத்துக்காட்டு :
ମୁଁ ଆଗରୁ ଥରେ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି
பிற மொழிகளில் மொழிபெயர்ப்பு :
A particular type of thing.
Problems of this type are very difficult to solve.