பொருள் : କୌଣସି ବସ୍ତୁଆଦିର ଗୁଣ ବା ଜ୍ଞାନ କେବଳ ଆଖିରେ ବୁଝିହୁଏ
எடுத்துக்காட்டு :
ସେ ଗୋରା ବର୍ଣ୍ଣର ଆମ ଗାଁ ମନ୍ଦିରର ରଙ୍ଗ ଧଳା
ஒத்த சொற்கள் : ବର୍ଣ୍ଣ
பிற மொழிகளில் மொழிபெயர்ப்பு :
பொருள் : ତାସ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅନ୍ୟ ତାସ ପତ୍ରଠାରୁ ଯେଉଁ ତାସ ପତ୍ରଟି ଅଧିକ ମହତ୍ୱପୂର୍ଣ୍ଣ
எடுத்துக்காட்டு :
ସେ ଖେଳ ଜିତିବା ପାଇଁ ରଙ୍ଗ ଖେଳିଲେ
பிற மொழிகளில் மொழிபெயர்ப்பு :
பொருள் : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
எடுத்துக்காட்டு :
ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
ஒத்த சொற்கள் : ରଂଗ
பிற மொழிகளில் மொழிபெயர்ப்பு :
Any material used for its color.
She used a different color for the trim.பொருள் : ଲାଲ ରଙ୍ଗର ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ପ୍ରସାଧନ ସାମଗ୍ରୀ ଓଠ,ଗାଲ ଆଦିରେ ଲଗାଯାଏ
எடுத்துக்காட்டு :
ମନୋରମା ତା ଓଠରେ ଲିପଷ୍ଟିକ୍ ଲଗାଉଛି
ஒத்த சொற்கள் : ଲିପଷ୍ଟିକ୍
பிற மொழிகளில் மொழிபெயர்ப்பு :
பொருள் : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
எடுத்துக்காட்டு :
ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
பிற மொழிகளில் மொழிபெயர்ப்பு :