பொருள் : ବତୀ ଲଗାଇବା ନିମନ୍ତେ ବନ୍ଧୁକର ରଞ୍ଜକ ପାତ୍ରରେ ରଖା ଯାଉଥିବା ବାରୁଦ
எடுத்துக்காட்டு :
ଆଗ କାଳରେ ତୋପ ତଥା ବନ୍ଧୁକରେ ରଞ୍ଜକ ବ୍ୟବହାର ହେଉଥିଲା
ஒத்த சொற்கள் : ରଂଜକ
பிற மொழிகளில் மொழிபெயர்ப்பு :
பொருள் : ପ୍ରାୟତଃ ମଣିଷ, ପଶୁ ତଥା ଗଛରୁ ମିଣୁଥିବା ପଦାର୍ଥ ଯାହା ସେମାନଙ୍କ ତ୍ୱଚା, ପତ୍ର ଆଦିକୁ ବିଶେଷ ରଙ୍ଗ ପ୍ରଦାନ କରିଥାଏ
எடுத்துக்காட்டு :
ରଞ୍ଜକ ପତ୍ରକୁ ହଳଦିଆ ରଙ୍ଗ ପ୍ରଦାନ କରିଥାଏ
பிற மொழிகளில் மொழிபெயர்ப்பு :
वह पदार्थ जो प्रायः मनुष्यों, जानवरों तथा पौधों में पाया जाता है और उनकी त्वचा, पत्तियों आदि को एक विशेष रंग प्रदान करता है।
रंजक पित्त को पीला रंग प्रदान करता है।