பொருள் : ଜୀବମାନଙ୍କ ମୁହଁରୁ ଅଙ୍କୁର ଭଳି ବାହାରିଥିବା ହାଡ଼ର ତଳ ଓ ଉପର ପ୍ରତ୍ୟେକ ଅଂଶ ଯାହାକୁ ଖାଇବାପାଇଁ, ଜିନିଷ କାମୁଡ଼ିବା ବା ଜମିଆଦି ଖୋଳିବାପାଇଁ ବ୍ୟବହାର କରାଯାଏ
எடுத்துக்காட்டு :
ଦୁର୍ଘଟଣାରେ ତାର କେତେଟା ଦାନ୍ତ ଭାଙ୍ଗିଯାଇଛି
ஒத்த சொற்கள் : ଦନ୍ତ, ଦଶନ, ଦାନ୍ତ
பிற மொழிகளில் மொழிபெயர்ப்பு :
Hard bonelike structures in the jaws of vertebrates. Used for biting and chewing or for attack and defense.
tooth