பொருள் : ରାଜ ଦରବାର ବା ସଭା
எடுத்துக்காட்டு :
ରାଜ ଦରବାରରେ ରାଜ୍ୟ ସମସ୍ୟାଗୁଡ଼ିକ ଉପରେ ଚର୍ଚ୍ଚା କରାଗଲା
ஒத்த சொற்கள் : ରାଜସଭା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଶାସକ ଅବା ରାଜକୁମାରଙ୍କ ପରିବାର ବା ଅନୁଚରବର୍ଗ
எடுத்துக்காட்டு :
ରାଜଦରବାରରେ ସମସ୍ତ ଲୋକ ଏହି ସମାରୋହରେ ଭାଗ ନେଇଛନ୍ତି
பிற மொழிகளில் மொழிபெயர்ப்பு :
பொருள் : ଶାସକ ଅବା ତାଙ୍କର ସମର୍ଥକ ଯାହାଙ୍କ ହାତରେ କୌଣସି ରାଜ୍ୟର ପ୍ରଶାସନ ରହିଥାଏ
எடுத்துக்காட்டு :
ରାଜଦରବାର ଜନତାଙ୍କ ଲାଗି ଗୋଟିଏ ଅଧିସୂଚନା ଜାରି କଲା
பிற மொழிகளில் மொழிபெயர்ப்பு :
பொருள் : ରାଜା ମହାରାଜା ଯେଉଁଠାରେ ନିଜ ସର୍ଦ୍ଦାର ବା ସହଯୋଗୀମାନଙ୍କ ସାଥିରେ ବସୁଥିଲେ
எடுத்துக்காட்டு :
ରାଜା -ମହାରାଜାଙ୍କ ଦରବାରରେ କବି, ଗାୟକଆଦି ଉପସ୍ଥିତ ରହୁଥିଲେ
ஒத்த சொற்கள் : ଦରବାର
பிற மொழிகளில் மொழிபெயர்ப்பு :
वह स्थान जहाँ राजा-महाराजा अपने सरदारों या मुसाहबों के साथ बैठते थे।
राजा-महाराजा के दरबार में कवि, गायक आदि उपस्थित रहते थे।The room in the palace of a native prince of India in which audiences and receptions occur.
durbar