பொருள் : ଯେଉଁ ସରକାରୀ କର୍ମଚାରୀ ଗାଁର ଜମି, ଅମଳ ଓ ଖଜଣାଆଦିର ହିସାବପତ୍ର ରଖନ୍ତି
எடுத்துக்காட்டு :
ଖଜଣା ଆଦାୟପାଇଁ ଆଜି ରାଜସ୍ୱ ନିରୀକ୍ଷକ ଆମ ଗାଁକୁ ଆସିବାର ଅଛି
பிற மொழிகளில் மொழிபெயர்ப்பு :
பொருள் : କର ଆଦାୟକରି ଖଜଣାଖାନାରେ ଜମା କରୁଥିବା କର୍ମଚାରୀ
எடுத்துக்காட்டு :
ଏହି ରାଜସ୍ୱନିରୀକ୍ଷକଙ୍କୁ ଅର୍ଥ ହେରେଫେରେ ଅଭିଯୋଗରେ ଗିରଫ କରାଯାଇଥିଲା
ஒத்த சொற்கள் : ରାଜସ୍ୱନିରୀକ୍ଷକ
பிற மொழிகளில் மொழிபெயர்ப்பு :