பொருள் : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
எடுத்துக்காட்டு :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ஒத்த சொற்கள் : ଅନୁବନ୍ଧ, ନିଷ୍ପତ୍ତି, ବୁଝାମଣା, ସର୍ତ୍ତ
பிற மொழிகளில் மொழிபெயர்ப்பு :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.பொருள் : ଯେଉଁ ଲେଖାଦ୍ୱାରା ଉଭୟ ବାଦୀ ଓ ପ୍ରତିବାଦୀ ମିଳିମିଶି ଅଭିଯୋଗକୁ ନ୍ୟାୟାଳୟରୁ ଉଠାଇନିଅନ୍ତି
எடுத்துக்காட்டு :
ଓକିଲ ମହାଶୟ ରାଜିନାମାରେ ଉଭୟପକ୍ଷର ଦସ୍ତଖତ କରାଇଲେ
ஒத்த சொற்கள் : ସ୍ୱୀକାର ପତ୍ର, ସ୍ୱୀକୃତ ପତ୍ର
பிற மொழிகளில் மொழிபெயர்ப்பு :
பொருள் : ଏହି ପତ୍ର ଯେଉଁଥିରେ କୌଣସି ପ୍ରକାର ଚୁକ୍ତି ଓ ସର୍ତ୍ତ ଲେଖାଯାଇଥାଏ
எடுத்துக்காட்டு :
ଦୁଇ ଦଳ ଚୁକ୍ତିନାମାରେ ହସ୍ତାକ୍ଷର କରିଦେଇଛନ୍ତି
ஒத்த சொற்கள் : ଏଗ୍ରିମେଣ୍ଟ, ଚୁକ୍ତିପତ୍ର, ସର୍ତ୍ତ
பிற மொழிகளில் மொழிபெயர்ப்பு :
वह पत्र जिसपर किसी प्रकार का इक़रार और उसकी शर्तें लिखी हों।
दोनों दलों ने इक़रारनामे पर हस्ताक्षर कर दिए हैं।A binding agreement between two or more persons that is enforceable by law.
contractபொருள் : ଯେଉଁ ଲେଖାକୁ ପ୍ରମାଣ ତଥା ନିଶ୍ଚିତତା ରୂପେ ମାନି ଦୁଇ ବିରୋଧୀ ପକ୍ଷ ପରସ୍ପର ମୀମାଂସା କରିନିଅନ୍ତି
எடுத்துக்காட்டு :
ବଡ଼ ଭାଇ ରାଜିନାମାରେ ଦସ୍ତଖତ କରିବାକୁ ମନା କରିଦେଲା
ஒத்த சொற்கள் : ସ୍ୱୀକାର ପତ୍ର, ସ୍ୱୀକୃତି ପତ୍ର
பிற மொழிகளில் மொழிபெயர்ப்பு :
नियोक्ता को नौकरी के प्रस्ताव तथा उसकी शर्तों को स्वीकारने की पुष्टि करने के लिए लिखा जानेवाला पत्र।
कल ही मैंने अपने नए नियोक्ता को स्वीकृति-पत्र भेजा है।