பொருள் : ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ
எடுத்துக்காட்டு :
ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି
ஒத்த சொற்கள் : ମଲ୍ଲିକା
பிற மொழிகளில் மொழிபெயர்ப்பு :
Something personified as a woman who is considered the best or most important of her kind.
Paris is the queen of cities.பொருள் : ରାଜଙ୍କ ପତ୍ନୀ
எடுத்துக்காட்டு :
ରାଜା ଦଶରଥଙ୍କର ତିନି ରାଣୀ ଥିଲେ ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ
ஒத்த சொற்கள் : ନୃପ ବଲ୍ଲଭା, ବେଗମ୍, ମଲ୍ଲିକା, ମହିଷୀ, ରାଜପତ୍ନୀ, ରାଜ୍ଞୀ
பிற மொழிகளில் மொழிபெயர்ப்பு :
राजा की पत्नी।
राजा दशरथ की तीन रानियाँ थीं।பொருள் : ସମ୍ରାଟଙ୍କ ପତ୍ନୀ
எடுத்துக்காட்டு :
କେତେକ ସାମ୍ରାଜ୍ଞୀ ରାଜକାର୍ଯ୍ୟ ଚଳାଇବାପାଇଁ ସମ୍ରାଟଙ୍କୁ ସାହାଯ୍ୟ କରିଥାନ୍ତି
ஒத்த சொற்கள் : ରାଜରାଜେଶ୍ୱରୀ, ସମ୍ରାଟ ପତ୍ନୀ, ସାମ୍ରାଜ୍ଞୀ
பிற மொழிகளில் மொழிபெயர்ப்பு :
सम्राट की पत्नी।
कुछ सम्राज्ञियाँ राज-काज चलाने में सम्राट की मदद करती थीं।A woman emperor or the wife of an emperor.
empressபொருள் : କୌଣସି ଦେଶ ବା କ୍ଷେତ୍ରଆଦିର ମୁଖ୍ୟ ଶାସିକା
எடுத்துக்காட்டு :
ରେଜିଆ ସୁଲତାନ, ଲକ୍ଷ୍ମୀବାଈଆଦି କେତେକ ରାଣୀ ନିଜ ପରାକ୍ରମ ବଳରେ ଶତ୍ରୁମାନଙ୍କ ଦର୍ପ ଭାଙ୍ଗିଥିଲେ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ
எடுத்துக்காட்டு :
ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ
ஒத்த சொற்கள் : ବାଦଶାହା
பிற மொழிகளில் மொழிபெயர்ப்பு :