பொருள் : କୌଣସି ନାଟକ, ଏକାଂକିକା, ନୃତ୍ୟଆଦି ଅଭିନୀତ ହେବାପୂର୍ବରୁ କରାଯାଉଥିବା ଅଭ୍ୟାସ
எடுத்துக்காட்டு :
ରିହର୍ସଲ ପରେ ଅଭିନୟ କରିବା ସହଜ ହୋଇଥାଏ
ஒத்த சொற்கள் : ପୂର୍ବଅଭ୍ୟାସ, ପୂର୍ବାଭିନୟ, ପୂର୍ବାଭ୍ୟାସ
பிற மொழிகளில் மொழிபெயர்ப்பு :
कोई नाटक,एकांकी,नृत्य आदि अभिनीत करने के पहले किया जानेवाला अभ्यास।
रिहर्सल के बाद अभिनय करना आसान होता है।