பொருள் : ଯାହା କରିବା ବା ନେବା ଉଚିତ୍ ହେଉଛି ତା’ ଠାରୁ ନିଆଯାଉଥିବା କମ୍ ପରିମାଣ
எடுத்துக்காட்டு :
ଏହି ଦୋକାନରେ ସବୁ ଜିନିଷ ରିହାତିରେ ମିଳିଥାଏ
பிற மொழிகளில் மொழிபெயர்ப்பு :
जितना किया या लिया जाना उचित हो उसमें की गई कमी।
इस दुकान में सभी वस्तुएँ रिआयत पर मिलती हैं।பொருள் : ସାଧାରଣ ଲୋକଙ୍କ କଲ୍ୟାଣପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ
எடுத்துக்காட்டு :
କିରୋସିନି,ପେଟ୍ରୋଲ,ଡିଜେଲ ଆଦି ଉପରେ ରିହାତି ମିଳୁଛି
ஒத்த சொற்கள் : ସବ୍ସିଡ଼ି
பிற மொழிகளில் மொழிபெயர்ப்பு :
A grant paid by a government to an enterprise that benefits the public.
A subsidy for research in artificial intelligence.பொருள் : ପରିଶୋଧ କରା ଯାଇଥିବା ରାଶିର କିଛି ଭାଗ ଫେରସ୍ତ
எடுத்துக்காட்டு :
ଏହି ଯୋଜନା ନିୟମ ଅନୁସାରେ କିଣିଲେ ଆପଣଙ୍କୁ ରିହାତି ସଙ୍ଗେସଙ୍ଗେ ଫେରସ୍ତ ଦିଆଯିବ
ஒத்த சொற்கள் : ରିବେଟ
பிற மொழிகளில் மொழிபெயர்ப்பு :