பொருள் : କାହା ଦ୍ୱାରା ବହୁତ କାମ କରେଇବା
எடுத்துக்காட்டு :
ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି
பிற மொழிகளில் மொழிபெயர்ப்பு :
பொருள் : ଉପଯୋଗ ବା କାମରେ ଲଗେଇବା
எடுத்துக்காட்டு :
ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା
ஒத்த சொற்கள் : ଖର୍ଚ୍ଚ କରିବା, ବ୍ୟୟ କରିବା
பிற மொழிகளில் மொழிபெயர்ப்பு :
பொருள் : ଗଛପତ୍ର ଆଦିର ରୋପଣ
எடுத்துக்காட்டு :
ମାଳୀ କୁଣ୍ଡରେ ଗୋଲାପର ଚାରା ଲଗାଉଛି
ஒத்த சொற்கள் : ରୋପଣକରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
எடுத்துக்காட்டு :
ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
ஒத்த சொற்கள் : ସିଲାଇକରିବା
பிற மொழிகளில் மொழிபெயர்ப்பு :
किसी बड़ी वस्तु में कोई छोटी वस्तु किसी माध्यम से जैसे सुई डोरे आदि से जोड़ना।
लता कुर्ते में बटन टाँक रही है।பொருள் : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
எடுத்துக்காட்டு :
ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
ஒத்த சொற்கள் : ଲେପନ କରିବା
பிற மொழிகளில் மொழிபெயர்ப்பு :