பொருள் : ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ
எடுத்துக்காட்டு :
ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର
ஒத்த சொற்கள் : ଲଙ୍କାମରିଚ
பிற மொழிகளில் மொழிபெயர்ப்பு :
பொருள் : ଭାରତର ଦକ୍ଷିଣରେ ଥିବା ଏକ ଦେଶ
எடுத்துக்காட்டு :
ଶ୍ରୀଲଙ୍କା ଏକ ଛୋଟ ଦ୍ୱୀପ
ஒத்த சொற்கள் : ଶ୍ରୀଲଙ୍କା, ସିଂହଳ, ସିଂହଳଦ୍ୱୀପ, ସିଲୋନ୍
பிற மொழிகளில் மொழிபெயர்ப்பு :
भारत के दक्षिण में स्थित एक देश। जिसकी राजधानी कोलम्बो व आधिकारिक भाषा सिंहली व तमिल हैं।
श्रीलंका एक छोटा द्वीप है।A republic on the island of Ceylon. Became independent of the United Kingdom in 1948.
ceylon, democratic socialist republic of sri lanka, sri lankaபொருள் : ଏକ ଛୋଟ ଗଛ ଯାହାର କଟୁ ଫଳକୁ ତରକାରିରେ ମସଲାରୂପେ ବ୍ୟବହାର କରାଯାଏ
எடுத்துக்காட்டு :
କୃଷକ ଖେତର ଲଙ୍କାରେ ପାଣି ଦେଉଛି
ஒத்த சொற்கள் : ଲଙ୍କାମରିଚ
பிற மொழிகளில் மொழிபெயர்ப்பு :
பொருள் : ଏକ ପ୍ରକାର ରାଗଯୁକ୍ତ ଲାଲ ରଙ୍ଗର ଛୁଇଁ ଯାହା ତରକାରୀ ମସଲା ଭାବରେ ବ୍ୟବହ୍ରୁତ ହୋଇଥାଏ
எடுத்துக்காட்டு :
ମାଂସରେ ଲଙ୍କା ଅଧିକ ହୋଇ ଯିବାରୁ ତାହା ବହୁତ ରାଗୁଆ ହୋଇଯାଇଛି
ஒத்த சொற்கள் : ଲଙ୍କା ମରିଚ
பிற மொழிகளில் மொழிபெயர்ப்பு :
A ripe jalapeno that has been dried for use in cooking.
chipotle