பொருள் : ନିଜ ଅଧିକାର ଭୁକ୍ତ କରିବା
எடுத்துக்காட்டு :
ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
ஒத்த சொற்கள் : ପାଇବା, ପ୍ରାପ୍ତି କରିବା, ହାସଲ କରିବା
பிற மொழிகளில் மொழிபெயர்ப்பு :
பொருள் : ଲାଭ ଉଠାଇବା
எடுத்துக்காட்டு :
ଠିକାଦାରମାନେ ଶ୍ରମିକମାନଙ୍କ ପରିଶ୍ରମର ଲାଭ ଉଠାନ୍ତି
ஒத்த சொற்கள் : ଫାଇଦା ନେବା, ଲାଭ ଉଠାଇବା, ସୁଫଳ ପାଇବା
பிற மொழிகளில் மொழிபெயர்ப்பு :
ऐसा काम करना जिससे लाभ हो।
ठेकेदार मजदूरों की मेहनत का लाभ उठाते हैं।பொருள் : କୌଣସି କାମଆଦିରେ ମୂଳ ଧନରୁ ଅଧିକ କମେଇବା
எடுத்துக்காட்டு :
ସେ ଫଳ ବେପାରରୁ ବହୁତ ଲାଭ କରୁଅଛି
ஒத்த சொற்கள் : ଲାଭାନ୍ୱିତ ହେବା
பிற மொழிகளில் மொழிபெயர்ப்பு :
किसी काम आदि में लागत से अधिक कमाना।
वह फल व्यापार के द्वारा बहुत ही लाभ कमाता है।