பொருள் : ଏଭଳି କାମ କରିବା ଯେଉଁଥିରେ କାହାରି ମନରେ ଲୋଭ ଉତ୍ପନ୍ନ ହେବ
எடுத்துக்காட்டு :
ଅପରାଧୀ ପୋଲିସକୁ ବହୁତ ଟଙ୍କା ଦେବାକୁ କହି ପ୍ରଲୋଭିତ କଲା
ஒத்த சொற்கள் : ପ୍ରଲୋଭିତ କରିବା, ଲୁବ୍ଧ କରିବା, ଲୋଭ ଦେଖେଇବା
பிற மொழிகளில் மொழிபெயர்ப்பு :
ऐसा काम करना कि किसी के मन में लालच उत्पन्न हो।
अपराधी ने पुलिसवाले को बड़ी रकम देने की बात कहकर ललचाया।பொருள் : କାହାକୁ କିଛି ଦେଖେଇ ତାକୁ ପାଇବାପାଇଁ ଅଧୀର କରିବା
எடுத்துக்காட்டு :
ସାଧାରଣତଃ ବଡ଼ମାନେ ପିଲାମାନଙ୍କୁ ନିଜ ପାଖକୁ ଡାକିବାପାଇଁ ସେମାନଙ୍କୁ ଲୋଭ ଦେଖାଇଥାନ୍ତି
ஒத்த சொற்கள் : ପ୍ରଲୋଭିତ କରିବା, ଲୁବ୍ଧ କରିବା, ଲୋଭ ଦେଖେଇବା
பிற மொழிகளில் மொழிபெயர்ப்பு :
किसी को कुछ दिखाकर उसे उस चीज़ को पाने के लिए अधीर करना।
बड़े अक्सर बच्चों को अपने पास बुलाने के लिए उन्हें ललचाते हैं।