பக்க முகவரியை கிளிப்போர்டில் நகலெடுக்கவும். ட்விட்டரில் பகிரவும் வாட்ஸ்அப்பில் பகிரவும் பேஸ்புக்கில் பகிரவும்
கூகுள் பிளேயில் வரவும்
ଓଡ଼ିଆ என்ற அகராதியில் இருந்து ଲେଜର என்ற வார்த்தையின் பொருள் மற்றும் உதாரணம் ஒத்த சொற்கள் மற்றும் எதிர்ச்சொற்களுடன்.

ଲେଜର   ବିଶେଷ୍ୟ

பொருள் : କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥରେ ଅନୁରକ୍ଷିତ ଉତ୍ତେଜିତ ଉତ୍ସର୍ଜନର ପରିଣାମସ୍ବରୂପ ଉତ୍ପନ୍ନ ଉଚ୍ଚତୀବ୍ରତାବିଶିଷ୍ଟ ପ୍ରକାଶଯୁକ୍ତ, ଅବରକ୍ତ ବା ପାରାବାଇଗଣୀ ବିକିରଣର ସ୍ରୋତ

எடுத்துக்காட்டு : ଅନେକ ଉପାୟରେ ଲେଜରର ବ୍ୟବହାର କରାଯାଏ

பொருள் : ଲେଜର ସାହାଯ୍ୟରେ କରାଯାଉଥିବା ଚିକିତ୍ସା

எடுத்துக்காட்டு : କେତେକ ରୋଗରେ ଲେଜର ଚିକିତ୍ସା ପ୍ରଭାବଶାଳୀ ପ୍ରମାଣିତ ହୋଇଛି

ஒத்த சொற்கள் : ଲେଜର ଚିକିତ୍ସା, ଲେଜର ଟ୍ରିଟମେଣ୍ଟ


பிற மொழிகளில் மொழிபெயர்ப்பு :

பொருள் : ଏକ ଉପକରଣ ଯାହା ଉତ୍ତେଜିତ ଉତ୍ସର୍ଜନ ପ୍ରକ୍ରିୟାଦ୍ବାରା ବିଶେଷଭାବେ ଉତ୍ପନ୍ନ ବିଦ୍ୟୁତଚୁମ୍ବକୀୟ ରଶ୍ମି ସୃଷ୍ଟିକରେ ଓ ପରିବର୍ତ୍ତନ କରେ

எடுத்துக்காட்டு : ଶଲ୍ୟଚିକିତ୍ସା, କଠିନ ତଥା ସୂକ୍ଷ୍ମ ବସ୍ତୁକୁ କାଟିବା‌ପାଇଁ ଲେଜର ରଶ୍ମିର ବ୍ୟବହାର ହୁଏ

ஒத்த சொற்கள் : ଲେଜର ରଶ୍ମି


பிற மொழிகளில் மொழிபெயர்ப்பு :

एक उपकरण जो उत्तेजित उत्सर्जन की प्रक्रिया द्वारा विशेष आवृत्ति वाले विद्युतचुम्बकीय प्रकाश को बनाता तथा परिवर्धित करता है।

लेज़र का उपयोग शल्यचिकित्सा, कड़ी तथा नाज़ुक चीजों को काटने आदि में होता है।
लाइट एम्प्लिपिकेशन बाइ स्टिम्युलेटिड इमिशन ऑफ रेडिएशन, लेजर, लेज़र, लेसर, लैजर, लैज़र

An acronym for light amplification by stimulated emission of radiation. An optical device that produces an intense monochromatic beam of coherent light.

laser, optical maser

பொருள் : ଅବରକ୍ତ ବା ସୂକ୍ଷ୍ମ ତରଙ୍ଗ ବିକିରଣ ହେଲାଭଳି କୌଣସି ପ୍ରକାରର ବିଦ୍ୟୁତ ଚୁମ୍ବକୀୟ ବିକିରଣର କିରଣପୁଞ୍ଜ ଉତ୍ପନ୍ନ କରୁଥିବା ସ୍ରୋତ

எடுத்துக்காட்டு : ସର୍ବପ୍ରଥମେ ଆଲବର୍ଟ ଆଇନଷ୍ଟାଇନ ଲେଜର ପ୍ରସ୍ତୁତ କରିଥିଲେ