பொருள் : ଘାଆ ଉପରେ ଲଗା ଯାଉଥିବା ଏକ ଗାଢ଼ା ମଲମ ଯାହା ରାସାୟନିକ ଆଧାରରେ ପ୍ରସ୍ତୁତ କରାଯାଇଥାଏ
எடுத்துக்காட்டு :
ଚିକିତ୍ସକ ଘାଆ ଉପରେ ମଲମ ଲଗାଇ ପଟି ବାନ୍ଧି ଦେଲେ
ஒத்த சொற்கள் : ଅଏଣ୍ଟମେଣ୍ଟ, ମଇଲମ, ମଲମ
பிற மொழிகளில் மொழிபெயர்ப்பு :
பொருள் : କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ
எடுத்துக்காட்டு :
କୁମ୍ଭାର ମାଠିଆ ଉପରେ ମାଟିର ପ୍ରଲେପ ଦେଉଛି
ஒத்த சொற்கள் : ପ୍ରଲେପ
பிற மொழிகளில் மொழிபெயர்ப்பு :
பொருள் : ବଥ ଆଦିକୁ ପଚାଇବା ପାଇଁ ଅଳସୀ,ରେଡୀ ଆଦିର ଯେଉଁ ମୋଟା ଲେପ ତା ଉପରେ ଲଗାଇ ବନ୍ଧା ଯାଏ
எடுத்துக்காட்டு :
ସେ ବଥକୁ ପଚାଇବାପାଇଁ ତା ଉପରେ ଅଳସୀର ଲେପ ବାନ୍ଧିଲେ
பிற மொழிகளில் மொழிபெயர்ப்பு :
फोड़े आदि पकाने के लिए उनपर लगाकर बाँधा जानेवाला अलसी, रेड़ आदि का मोटा लेप।
उसने फोड़े को पकाने के लिए उस पर अलसी की पुलटिस बाँधी।பொருள் : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
எடுத்துக்காட்டு :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
பிற மொழிகளில் மொழிபெயர்ப்பு :
The application of a thin coat of metal (as by electrolysis).
plating