பொருள் : କିଛି ତରଳ ପଦାର୍ଥକୁ କୌଣସି ବସ୍ତୁ ଉପରେ ଏପରି ଲଗାଇବା ଯାହା ତା ଉପରେ ଲାଗିରହିବ
எடுத்துக்காட்டு :
ଦିପାବଳୀ ସମୟରେ ଘରକୁ ରଙ୍ଗରେ ଲିପାଯାଇଥାଏ
பிற மொழிகளில் மொழிபெயர்ப்பு :
कोई घोल किसी वस्तु पर इस प्रकार लगाना कि वह उस पर बैठ या जम जाए।
दिवाली के समय घर को रंगों आदि से पोतते हैं।பொருள் : କୌଣସି ଆର୍ଦ୍ର ପଦାର୍ଥର ପତଳା ଲେପ ଦେବା
எடுத்துக்காட்டு :
ଖଳାଟି ଗୋବରରେ ଲିପା ଯାଇଛି
பிற மொழிகளில் மொழிபெயர்ப்பு :
பொருள் : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
எடுத்துக்காட்டு :
ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
ஒத்த சொற்கள் : ଲଗେଇବା
பிற மொழிகளில் மொழிபெயர்ப்பு :