பொருள் : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
எடுத்துக்காட்டு :
ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
ஒத்த சொற்கள் : ଅପହରଣ କରିବା, ଲୁଟପାଟ କରିବା
பிற மொழிகளில் மொழிபெயர்ப்பு :
பொருள் : ଭୂମି ବା କୌଣସି ଆଧାର ଉପରେ ଚିତ୍ହୋଇ ଏପଟସେପଟ ହେବା
எடுத்துக்காட்டு :
ନିଜ ଜିଦି ପୂରଣ କରିବାପାଇଁ ଛୋଟପିଲାମାନେ ପ୍ରାୟତଃ ତଳେ ଲୋଟିଯାନ୍ତି
ஒத்த சொற்கள் : ଗଡ଼ିବା
பிற மொழிகளில் மொழிபெயர்ப்பு :
भूमि या किसी आधार पर चित्त या पट होते हुए इधर-उधर होना।
अपनी ज़िद्द पूरी कराने के लिए बच्चे अक़सर ज़मीन पर लोटते हैं।