பொருள் : କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି
எடுத்துக்காட்டு :
ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ
ஒத்த சொற்கள் : ଊର୍ଜା, ପ୍ରାକୃତିକ ଶକ୍ତି
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
எடுத்துக்காட்டு :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ஒத்த சொற்கள் : କ୍ଷମତା
பிற மொழிகளில் மொழிபெயர்ப்பு :
The power or right to give orders or make decisions.
He has the authority to issue warrants.பொருள் : ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ
எடுத்துக்காட்டு :
ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
ஒத்த சொற்கள் : ଇଶ୍ୱରୀ
பிற மொழிகளில் மொழிபெயர்ப்பு :
பொருள் : କିଛି କରି ପାରିବାର କ୍ଷମତା
எடுத்துக்காட்டு :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
ஒத்த சொற்கள் : ଓଜନ, ଦମ୍, ସାମର୍ଥ୍ୟ
பிற மொழிகளில் மொழிபெயர்ப்பு :
The quality of being capable -- physically or intellectually or legally.
He worked to the limits of his capability.பொருள் : ଗୋଟିଏ ମାତ୍ରା ଛନ୍ଦ
எடுத்துக்காட்டு :
ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ
பிற மொழிகளில் மொழிபெயர்ப்பு :
பொருள் : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
எடுத்துக்காட்டு :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
ஒத்த சொற்கள் : ସାମର୍ଥ୍ୟ
பிற மொழிகளில் மொழிபெயர்ப்பு :
An area in which something acts or operates or has power or control:.
The range of a supersonic jet.பொருள் : ବାହୁ ବା ଶରୀରର ବଳ ଯାହାଦ୍ୱାରା ମଣିଷ କୈଣସି ବଡ଼ କାମ କରିପାରେ
எடுத்துக்காட்டு :
ଭରତର ବାହୁବଳ ବିଷୟରେ କେହି ଅନୁମାନ କରି ନ ଥିଲେ
ஒத்த சொற்கள் : ପରାକ୍ରମ, ବାହୁବଳ, ଭୁଜବଳ
பிற மொழிகளில் மொழிபெயர்ப்பு :
बाहुओं या शरीर का वह बल जिससे मनुष्य कोई बड़ा काम करता है।
भरत के बाहुबल का अंदाजा किसी को नहीं था।பொருள் : କୌଣସି ବିଶିଷ୍ଟ ଦେବତାଙ୍କ ଯେଉଁ ପରାକ୍ରମ ବା ଶକ୍ତି ତାଙ୍କ ପତ୍ନୀରୂପେ ଗ୍ରହଣ କରାଯାଏ
எடுத்துக்காட்டு :
ଗୌରୀ ଶିବଙ୍କର ଓ ଲକ୍ଷ୍ମୀ ବିଷ୍ଣୁଙ୍କ ଶକ୍ତି
பிற மொழிகளில் மொழிபெயர்ப்பு :
किसी विशिष्ट देवता का पराक्रम या बल जो उसकी पत्नी के रूप में माना जाता है।
गौरी शिव की तथा लक्ष्मी विष्णु की शक्ति हैं।A female deity.
goddessபொருள் : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
எடுத்துக்காட்டு :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
ஒத்த சொற்கள் : ତାକତ୍, ପାରିବାପଣ, ବଳ, ସମର୍ଥନ
பிற மொழிகளில் மொழிபெயர்ப்பு :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।