பொருள் : ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ
எடுத்துக்காட்டு :
ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି
ஒத்த சொற்கள் : ଅମ୍ବୁଜ, ଇନ୍ଦୀବର, କମଳ, ନଳୀନ, ନୀରଜ, ପଙ୍କଜ, ପଦ୍ମ, ବାରୀଜ
பிற மொழிகளில் மொழிபெயர்ப்பு :
जल में उत्पन्न होने वाला एक पौधा जो अपने सुन्दर फूलों के लिए प्रसिद्ध है।
बच्चे खेल-खेल में सरोवर से कमल उखाड़ रहे हैं।